ପୁଣି ଲଘୁଚାପ, ୩୦ରୁ ବର୍ଷା!

ଭୁବନେଶ୍ୱର: ଉପକୂଳବର୍ତୀ ଚାଷୀଙ୍କ ପାଇଁ ଆଉ ଗୋଟିଏ ବିପର୍ଯ୍ୟୟ ଘନେଇ ଆସୁଛି। ଯଦି ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ସତ ହୁଏ, ତେବେ ଆସନ୍ତା ୩୦ ତାରିଖରୁ ତିନିଦିନ ଧରି ହେବାକୁ ଥିବା ଲଘୁଚାପ ବର୍ଷା ଉପକୂଳ ଚାଷୀଙ୍କ ବିଲରେ ଅମଳ ଅପେକ୍ଷାରେ ଥିବା ଧାନ ଫସଲକୁ ଉଜାଡ଼ି ଦେବା ନିଶ୍ଚିତ। ନୂଆବର୍ଷ ୨୦୧୮ର ରଙ୍ଗ ବି ଫିକା ପଡ଼ିବ। ପହିଲି ଦିନରୁ ଉପକୂଳବାସୀ ବର୍ଷାରେ ଜଡ଼ସଡ଼ ହେବାର ଡର ରହିଛି। … Continue reading ପୁଣି ଲଘୁଚାପ, ୩୦ରୁ ବର୍ଷା!